Author: Purva Paksha

ଡ. ସମନ୍ୱୟ ନନ୍ଦ ୨୦୧୪ ମସିହା ପରେ ଭାରତର ବୈଦେଶିକ ନୀତିରେ ନିଶ୍ଚିତଭାବେ ବ୍ୟାପକ ପରିବର୍ତ୍ତନ ଆସିଛି। ୨୦୧୪ ପୂର୍ବରୁ ଭାରତର ଆନ୍ତର୍ଜାତିକ ରାଜନୀତିରେ ଯେଉଁ ପ୍ରଭାବ ଥିଲା ଆଜି ଯେତେବେଳେ ଆମେ ୨୦୨୪ ମସିହାରେ ତାକୁ ବିଶ୍ଲେଷଣ କରିବା ତେବେ ପାଇବା ଯେ ଆଜି ଭାରତର ଭୂମିକା ବୈଶ୍ୱିକ ସ୍ତରରେ ଖୁବ୍‍ ପ୍ରଭାବୀ ହୋଇଛି। ଭାରତର ପ୍ରଭାବ ବଢ଼ିଛି। ଯେହେତୁ ଭାରତର ପ୍ରଭାବ ବଢ଼ିଛି ତେଣୁ ଯେଉଁ ଦେଶମାନେ ଭାରତର ପ୍ରଭାବ ବଢ଼ୁ ତାହା ଚାହୁଁ ନାହାନ୍ତି ସେମାନଙ୍କୁ କଷ୍ଟ ହେବା ସ୍ୱାଭବିକ। ଏହି କଷ୍ଟ କାରଣରୁ ଭାରତ ବିରୁଦ୍ଧରେ ଆନ୍ତର୍ଜାତିକ ଷଡ଼ଯନ୍ତ୍ର ମଧ୍ୟ ଦେଖିବାକୁ ମିଳୁଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ୨୦୧୪ ମସିହା ପରଠାରୁ ନରେନ୍ଦ୍ର ମୋଦୀ ଦେଶର ଶାସନ ଭାର ସମ୍ଭାଳିବା ପରେ ଭାରତର ବୈଦେଶିକ ନୀତିରେ ଏକ ବଡ ନୀତିଗତ ପରିବର୍ତ୍ତନ ସ୍ପଷ୍ଟ ଦେଖାଯାଉଛି। ପୂର୍ବ…

Read More