Author: Purva Paksha

Events of 2024: ବିଜେପି ରାଜ୍ୟ ସଭାପତିଙ୍କ ଅନୁପ୍ରାଣିତ ନେତୃତ୍ୱରେ ଦଳ ୨୦୨୪ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି। ମନମୋହନ ସାମଲ ବିଜେପି ରାଜ୍ୟ ସଭାପତିଙ୍କ ଅନୁପ୍ରାଣିତ ନେତୃତ୍ୱରେ ଦଳ ୨୦୨୪ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି। ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପୂର୍ବରୁ ଉଭୟ ବିଜେଡି ଓ ବିଜେପି ମେଣ୍ଟ ହେବା ନେଇ ଆଲୋଚନା କରିଥିଲେ। ଦୁଇ ସହଯୋଗୀଙ୍କ ମଧ୍ୟରେ ଜୋରଦାର ଆଲୋଚନା ଚାଲିଥିବାବେଳେ ସାମଲ ନିଜ ଆଭିମୁଖ୍ୟରେ ଅଟଳ ଥିଲେ ଯେ ବିଜେପି ଏକାକୀ ନିର୍ବାଚନ ଲଢ଼ି ବିଜୟ ଛଡ଼ାଇ ନେଇପାରିବ। ଶେଷରେ ତାଙ୍କର ଦୃଢ଼ ବିଶ୍ୱାସ ବିଜୟୀ ହୋଇଥିଲା ଏବଂ ସାମଲ ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନକୁ ଭାଙ୍ଗି ୭୮ଟି ବିଧାନସଭା ଆସନ ଦଖଲ କରିଥିବା ବିଜେପି ପାଇଁ ରେକର୍ଡ ବିଜୟ ହାସଲ…

Read More