Author: Purva Paksha

School Syllabus: ବୈଜ୍ଞାନିକଙ୍କ ମତରେ ବିଶ୍ୱର ତାପମାତ୍ରା ନିର୍ଦ୍ଧାରିତ ସ୍ତରରେ ରହିବା ଦରକାର। ଏଥିଲାଗି ସମସ୍ତ ରାଷ୍ଟ୍ର ପଦେକ୍ଷେପ ଲାଗି ପ୍ୟାରିସ ରାଜିନାମାରେ ଗୃହିତ ହୋଇଥିଲା। ମାତ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ଗୁରୁତରଭାବେ ପଡ଼ୁଛି। ବିଗତ କିଛିଦିନ ଧରି ବିଶ୍ଵ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତ୍ତନ ମଧ୍ୟ ଆଗାମୀ ଦିନରେ ଏକ ବଡ଼ ସଙ୍କଟ ହେବାକୁ ଯାଉଛି। ଏହି କାରଣରୁ ଏବେ ବିପଦ ପଥରେ ବିଶ୍ୱ ଓ ବିଶ୍ୱରେ ବାସ କରୁଥିବା ୭୦୦କୋଟି ଲୋକଙ୍କ ଜୀବନ। ପ୍ରାୟ ଶେଷ ହୋଇଥିବା କୋଭିଡ୍‍ ମହାମାରୀ ପୃଷ୍ଠଭୂମିରେ ଏହି କଥା କୁହାଯାଉଛି ତାହା ନୁହେଁ, ପରିବେଶ ଦୃଷ୍ଟିରୁ ମଧ୍ୟ ସମଗ୍ର ବିଶ୍ୱରେ ଅବସ୍ଥା ବିଗିଡ଼ିବାରେ ଲାଗିଛି। କ୍ରମାଗତ ତାପମାତ୍ରା ବଢ଼ିବା ଯୋଗୁ ଆଗାମୀ କିଛିବର୍ଷ ମଧ୍ୟରେ ଘୋର ବିପର୍ଯ୍ୟୟ ଆସିପାରେ ବୋଲି ଆକଳନ କରାଯାଇଛି। ତୁହାକୁ ତୁହା…

Read More