Author: Purva Paksha

CJI: ବର୍ତ୍ତମାନ ସୁଦ୍ଧା ଏଭଳି ୫ଟି ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଦେଶରେ ଏକାସାଙ୍ଗରେ ୩ ଜଣ ପ୍ରଧାନ ବିଚାରପତିଙ୍କୁ ଦେଖିବାକୁ ମିଳିବ। ୨୦୨୫ରେ ସୁପ୍ରିମକୋର୍ଟକୁ ୩ ଜଣ ମୁଖ୍ୟ ବିଚାରପତି ମିଳିବାକୁ ଯାଉଛି। ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ସ୍ଥାନରେ ଜଷ୍ଟିସ୍ ବିଆର୍ ଗଭାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦାୟିତ୍ୱ ତୁଲାଇବେ। ୨୦୨୫ ବର୍ଷ ସୁପ୍ରିମକୋର୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଗୋଟିଏ ପଟେ ଚଳିତ ବର୍ଷ ସୁପ୍ରିମକୋର୍ଟର ୭ ଜଣ ବିଚାରପତି ଅବସର ନେଉଥିବାବେଳେ ଅନ୍ୟପଟେ ଦେଶକୁ ୩ ଜଣ ପ୍ରଧାନ ବିଚାରପତି ମିଳିବାକୁ ଯାଉଛି। ବାସ୍ତବରେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ମେ’ ମାସରେ ଅବସର ନେବେ। ତାଙ୍କ ପରେ ଜଷ୍ଟିସ୍ ଗଭାଇ ଜଷ୍ଟିସ୍ ଖାନ୍ନାଙ୍କ ସ୍ଥାନ ନେବେ, ଯିଏ କି ୨୦୨୫ ନଭେମ୍ବର ପର୍ଯ୍ୟନ୍ତ ଏହି ପଦରେ ରହିବେ। ୨୦୨୫ ନଭେମ୍ବରରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ମୁଖ୍ୟ ବିଚାରପତିଭାବେ ଦାୟିତ୍ୱ ମିଳିବ। ସୂର୍ଯ୍ୟକାନ୍ତ ୨୦୨୭ ପର୍ଯ୍ୟନ୍ତ…

Read More