Author: Purva Paksha

UDISE+ report: ସରକାରୀ ସ୍କୁଲ ତୁଳନାରେ ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅଧିକ ଥିବାବେଳେ ଓଡ଼ିଶାରେ ଏହି ଧାରା ବଦଳିଯାଇଛି। ୬୧,୬୯୩ ଟି ବିଦ୍ୟାଳୟରେ ୭୭.୫ ଲକ୍ଷ ନାମ ଲେଖାଇଛନ୍ତି ସରକାରୀ ସ୍କୁଲରେ ୫୨ ଲକ୍ଷ ଘରୋଇ ସ୍କୁଲରେ ୧୪.୮ ଲକ୍ଷ ପ୍ରତି ସ୍କୁଲରେ ହାରାହାରି ୧୨୬ ନାମଲେଖା ଶୂନ ନାମଲେଖା ଥିବା ୮ ଟି ବିଦ୍ୟାଳୟ ଏକକ ଶିକ୍ଷକ ଥିବା ୧୦୯୫ ଟି ବିଦ୍ୟାଳୟ ଡ୍ରପ୍ ଆଉଟ୍ ହାର ୯.୧୧ ପ୍ରତିଶତକୁ ଖସିଲା ଦେଶରେ ସ୍କୁଲ ନାମଲେଖାରେ ସାମଗ୍ରିକ ହ୍ରାସ ଘଟିଥିବାବେଳେ ପୂର୍ବ ବର୍ଷ ତୁଳନାରେ ୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶା ୧ ଲକ୍ଷ ଅଧିକ ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଶିକ୍ଷାରେ ସାମିଲ କରିଛି। ଚଳିତ ସପ୍ତାହରେ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୟୁନିଫାଇଡ୍ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର ଏଜୁକେସନ୍ ପ୍ଲସ୍ (ୟୁଡିଆଇଏସ୍ଇ+) ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୨-୨୩ରେ ଓଡ଼ିଶାର ୬୧,୬୯୩ଟି ବିଦ୍ୟାଳୟରେ ୭୭.୫ ଲକ୍ଷ ଛାତ୍ରଛାତ୍ରୀ…

Read More