Author: Purva Paksha

Subhadra: ଡିସେମ୍ବର ୩୦ ଯାଏ ହିତାଧିକାରୀଙ୍କ ତଥ୍ୟ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି। ୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଆବେଦନକାରୀଙ୍କ ନାଁରେ ଜମି ୫ ଏକର ଅଛି କି ନାହିଁ ସେ ସର୍ଭେ ଜାନୁଆରୀ ୧୫ରେ ସରିବା ପରେ ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତା’ସହ ଆସନ୍ତା ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ୨ଟି ଯାକ କିସ୍ତି ମିଳିଯିବ ବୋଲି କହିଛନ୍ତି ପ୍ରଭାତୀ। ସେପଟେ ଯୋଗ୍ୟତା ଥାଇ ତାଲିକାରୁ ବାଦ୍ ପଡ଼ିଥିବା ଅନେକ ଆବେଦନକାରୀ ଚତୁର୍ଥ ପର୍ଯ୍ୟାୟରେ ପ୍ରଥମ କିସ୍ତି ପାଇବା ଆଶା ରଖିଛନ୍ତି। ସୁଭଦ୍ରାକୁ ନେଇ ପୁଣି ଏକ ବଡ଼ ଅପଡେଟ୍। ପୂର୍ବ ସ୍ଥିରୀକୃତ ମାର୍ଚ୍ଚ ୮ ମହିଳା ଦିବସ…

Read More