Author: Purva Paksha

China new counties in Ladakh: ଲଦାଖର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରି ଚୀନ୍ ବିରୋଧରେ ପ୍ରତିବାଦ ଜଣାଇଛି ଭାରତ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଚୀନ୍ ଭାରତର ଅଂଶ ହୋଇଥିବା ତା’ର ହୋତାନ୍ ପ୍ରଦେଶରେ ଦୁଇଟି ନୂଆ କାଉଣ୍ଟି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏହି ଅଞ୍ଚଳକୁ ବେଆଇନ ଭାବେ ଚୀନ୍ ଦଖଲ କରି ନେଇଥିବାବେଳେ କାଉଣ୍ଟି ଘୋଷଣା ପରେ ପୁଣିଥରେ ଦୁଇଦେଶ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତର ଅଂଶ ଲଦାଖର ହୋତାନରେ ଦୁଇଟି କାଉଣ୍ଟି ଗଠନ କରିବାକୁ ଚୀନ୍ ଘୋଷଣା କରିଛି। ଏହି ଅଞ୍ଚଳକୁ ବେଆଇନଭାବେ ଚୀନ୍ ଦଖଲ କରିଛି ଏବଂ ସେଠାରେ ଏକ କାଉଣ୍ଟି ଘୋଷଣା କରି ପରିସ୍ଥିତିକୁ ଆହୁରି ଖରାପ କରିଛି। ଏହି ଘୋଷଣା ପରେ ଭାରତ ଚୀନକୁ କଡ଼ା ଚେତାବନୀ ଦେଇଛି। ଏହି ନୂଆ ବିବାଦ ସହିତ ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନରେ ଦୁଇ…

Read More