Author: Purva Paksha

Supreme Court: ସୁପ୍ରିମକୋର୍ଟ କହିଛନ୍ତି ଯେ ଅସନ୍ତୋଷ ସମୟରେ ବିଧାୟକମାନେ ସମ୍ମାନର ସହ ଆଚରଣ କରିବାକୁ ଭୁଲିଯାଇଥିବା ଜଣାପଡ଼ୁଛି। ଆରଜେଡି ନେତା ସୁନୀଲ କୁମାର ସିଂହଙ୍କ ସହ ଜଡ଼ିତ ଏକ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମନ୍ତବ୍ୟ ଦେଇଛନ୍ତି। ଅସଦାଚରଣ ଅଭିଯୋଗରେ ତାଙ୍କୁ ବିହାର ବିଧାନସଭାରୁ ବହିଷ୍କାର କରାଯାଇଥିଲା। ଆରଜେଡି ନେତା ସୁନୀଲ କୁମାର ସିଂଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ ସଦସ୍ୟମାନେ ତୀବ୍ର ସମାଲୋଚକ ହୋଇଥିଲେ ମଧ୍ୟ ସେମାନଙ୍କୁ ସମ୍ମାନ ଦେବା ଉଚିତ ଗୃହରେ ଅନୁଚିତ ଆଚରଣ ପାଇଁ ସିଂହଙ୍କୁ ଜୁଲାଇ ୨୬ରେ ବହିଷ୍କାର କରାଯାଇଥିଲା ବିଧାନସଭା ଓ ସଂସଦରେ ଲଗାତାର ଚାଲିଥିବା ଅଚଳାବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଧାୟକମାନେ ଦୃଢ଼ ବିରୋଧ କରିବା କିମ୍ବା ବିରୋଧୀଙ୍କୁ ସମାଲୋଚନା କରିବାବେଳେ ସମ୍ମାନର ସହ ଆଚରଣ କରିବାକୁ ଭୁଲି ଯାଇଛନ୍ତି। ଆରଜେଡି ନେତା ସୁନୀଲ କୁମାର ସିଂଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ…

Read More