Author: Purva Paksha

Aravind Kejriwal: ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରଚାର ଗୀତ ରିଲିଜ୍ କରିଛନ୍ତି। ଆପ୍‍ର ପ୍ରଚାର ଗୀତ ‘ଫିର୍ ଲାୟେଙ୍ଗେ କେଜ୍ରିୱାଲ୍’ର ଅବଧି ୩ ମିନିଟ୍ ୨୯ ସେକେଣ୍ଡ। ଆଜି ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇଥିବାରୁ ଜନତା କାହା ଉପରେ ଭରସା କରନ୍ତି ତାହା ଦେଖିବାକୁ ବାକି ରହିଲା। ଦିଲ୍ଲୀରେ ଫେବ୍ରୁଆରି ୫ରେ ମତଦାନ ହେବ ଏବଂ ଫେବ୍ରୁଆରି ୮ରେ ଫଳାଫଳ ପ୍ରକାଶ ପାଇବ କେଜ୍ରିୱାଲଙ୍କୁ ପୁଣି ଆଣିବା… ଉନ୍ମୋଚିତ ହେଲା ଆପ୍‍ର ପ୍ରଚାର ଗୀତ ଦିଲ୍ଲୀରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଆମ୍ ଆଦମୀ ପାର୍ଟି (ଆପ୍) କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିବା ପାଇଁ ଆଣ୍ଟି-ଇନ୍‍କମ୍ବେନ୍ସି, ଦୁର୍ନୀତି ଅଭିଯୋଗ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ଆକ୍ରମଣାତ୍ମକ ଅଭିଯାନର ସମ୍ମୁଖୀନ ହେଉଛି। ଆମ୍ ଆଦମୀ ପାର୍ଟିର ଶକ୍ତି…

Read More