Author: Purva Paksha

Putin’s new scheme: ଝିଅମାନଙ୍କ ପାଇଁ ରୁଷିଆ ଏକ ସ୍ୱତନ୍ତ୍ର ପ୍ୟାକେଜ୍‍ ଘୋଷଣା କରିଛି। ୨୫ ବର୍ଷରୁ କମ୍ ବୟସର ଛାତ୍ରୀମାନଙ୍କୁ ସୁସ୍ଥ ସନ୍ତାନ ଜନ୍ମ ଦେବା ବଦଳରେ ୧୦୦୦୦ ରୁବେଲ (ପାଖାପାଖି ୮୦,୦୦୦ ଟଙ୍କା) ପ୍ରଦାନ କରାଯାଇଛି। ଜାନୁଆରୀ ପହିଲାରୁ ଲାଗୁ ହୋଇଥିବା ଏହି ନୀତି ଅନୁଯାୟୀ, ୨୫ ବର୍ଷରୁ କମ୍ ବୟସର କୌଣସି ସ୍ଥାନୀୟ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ ମା’ ପୂର୍ଣ୍ଣକାଳୀନ ଛାତ୍ରୀ ହେବା ଉଚିତ। ବିଶ୍ୱର ଅନେକ ଦେଶ ଦ୍ରୁତ ଗତିରେ ହ୍ରାସ ପାଉଥିବା ଜନ୍ମ ହାର ସହ ସଂଘର୍ଷ କରୁଛନ୍ତି ଏବଂ ଜାପାନ, ଚୀନ୍‍ ଏବଂ ଉତ୍ତର କୋରିଆ ଭଳି ଦେଶରେ ଜନସଂଖ୍ୟା ସଙ୍କଟ ଗଭୀର ହେବାରେ ଲାଗିଛି ଏବଂ ଏହି ତାଲିକାରେ ରୁଷିଆର ନାମ ମଧ୍ୟ ଯୋଡ଼ାଯାଇଛି, ଯେଉଁଠାରେ ଜନସଂଖ୍ୟା ହ୍ରାସ ସରକାରଙ୍କ ପାଇଁ ବହୁତ ଚିନ୍ତାର କାରଣ ହୋଇଛି। ଏହି ସମସ୍ୟାର ମୁକାବିଲା ପାଇଁ ରୁଷ୍ ଏକ ନୂଆ ଯୋଜନା ଆରମ୍ଭ କରିଛି।…

Read More