Author: Purva Paksha

Budget 2025: ଅନ୍ୟ ଉଦୀୟମାନ ବଜାର ତୁଳନାରେ ଭାରତ ବର୍ତ୍ତମାନ ଉଚ୍ଚ ସ୍ତରର ସରକାରୀ ଋଣ ଏବଂ ବିତ୍ତୀୟ ନିଅଣ୍ଟ ପାଇଁ ଉଭା ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ପହିଲାରେ ଉପସ୍ଥାପିତ କରିବାକୁ ଥିବା କେନ୍ଦ୍ର ବଜେଟ୍ ୨୦୨୫ରେ ଅଭିବୃଦ୍ଧି ଓ ବିତ୍ତୀୟ ଶୃଙ୍ଖଳାକୁ ସନ୍ତୁଳିତ କରିବାର ଚ୍ୟାଲେଞ୍ଜ ରହିଛି ବୋଲି ଗୋଲ୍ଡମ୍ୟାନ୍ ସାକ୍ସ ରିପୋର୍ଟରେ କୁହାଯାଇଛି। କାରଣ ଅନ୍ୟ ଉଦୀୟମାନ ବଜାର ତୁଳନାରେ ଭାରତ ଏବେ ଉଚ୍ଚ ସ୍ତରର ସରକାରୀ ଋଣ ଓ ବିତ୍ତୀୟ ନିଅଣ୍ଟ ପାଇଁ ଆଗରେ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସାର୍ବଜନୀନ ପୁଞ୍ଜି ବ୍ୟୟର ଦ୍ରୁତ ଅଭିବୃଦ୍ଧି ପର୍ଯ୍ୟାୟ ମଧ୍ୟ ଅତୀତର ବିଷୟ ହୋଇପାରେ ଏବଂ ଆଗାମୀ ଭବିଷ୍ୟତରେ ଏହା ନମିନାଲ ଜିଡିପି ଅଭିବୃଦ୍ଧି ହାରଠାରୁ କମ୍ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଉପଭୋକ୍ତା ଋଣ ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ଯୋଗୁଁ ବିତ୍ତୀୟ…

Read More