୧୨ ଅଗଷ୍ଟରେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ: ଭାରତରେ ଦେଖାଯିବ କି? || August 12 Solar Eclipse: Will India Witness the Rare Celestial Event?

ଆକାଶରେ ଘଟିବାକୁ ଯାଉଛି ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ। ଆସନ୍ତା ୧୨ ଅଗଷ୍ଟ ୨୦୨୬ରେ ଘଟିବାକୁ ଥିବା ଏହି ଘଟଣା ଏକ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ହେବ। ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଏହି ବିରଳ ସୂର୍ଯ୍ୟଗ୍ରହଣ କ’ଣ ଭାରତରେ ଦେଖାଯିବ? ୧୨ ଅଗଷ୍ଟର ଏହି ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଭାରତରୁ ଦେଖାଯିବ ନାହିଁ। ଭାରତୀୟ ସମୟ ଅନୁସାରେ ଗ୍ରହଣର ପ୍ରମୁଖ ପର୍ଯ୍ୟାୟ ରାତି ସମୟରେ ଘଟିବ। … Continue reading ୧୨ ଅଗଷ୍ଟରେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ: ଭାରତରେ ଦେଖାଯିବ କି? || August 12 Solar Eclipse: Will India Witness the Rare Celestial Event?