Arun is against the law! ।। ବ୍ୟବସ୍ଥା ବିରୋଧୀ ଅରୁଣ!

କଥାରେ ଅଛି—ପାଣିରେ ଘର କରି କୁମ୍ଭୀର ସହିତ ଝଗଡ଼ା କରାଯାଏ ନାହିଁ। କିନ୍ତୁ ଓଡ଼ିଶାର ସାମ୍ପ୍ରତିକ ରାଜନୀତିରେ ଏମିତି ଜଣେ ନେତାଙ୍କ ଉଦୟ ଘଟିଛି, ଯିଏ କି ବ୍ୟବସ୍ଥାର ଭିତରେ ରହି ତା’ର ଅସାରତାକୁ ପ୍ରଶ୍ନ କରୁଛନ୍ତି, ତା’ର ଭୁଲକୁ ଆଙ୍ଗୁଳି ଦେଖାଉଛନ୍ତି, ଏବଂ ସବୁଠାରୁ ବଡ଼ କଥା—ଲୋକଙ୍କ ଯନ୍ତ୍ରଣାକୁ ନିଜର ରାଜନୀତିର ମୂଳ ଧାରା କରିଛନ୍ତି। ସେହି ନେତା ହେଲେ ବିଜୁ ଜନତା ଦଳର ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ଓଡ଼ିଶାର ରାଜନୀତିରେ … Continue reading Arun is against the law! ।। ବ୍ୟବସ୍ଥା ବିରୋଧୀ ଅରୁଣ!