କଂଗ୍ରେସର ପୁରୁଣା ଅଭ୍ୟାସ, ନିଜ ଗୋଡ଼ରେ ନିଜେ କୁରାଢ଼ୀ? || An old practice of Congress, shooting itself in the foot?

ଭାରତୀୟ ରାଜନୀତିରେ ଗୋଟିଏ ବହୁତ ପୁରୁଣା କଥା ଅଛି – ‘ଇତିହାସ ନିଜକୁ ଦୋହରାଏ’। କିନ୍ତୁ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ କ୍ଷେତ୍ରରେ ଏହା ସାମାନ୍ୟ ଅଲଗା। କଂଗ୍ରେସ ଇତିହାସରୁ ଶିକ୍ଷା ନେବା ବଦଳରେ, ନିଜର ପୁରୁଣା ଭୁଲକୁ ବାରମ୍ବାର ଦୋହରାଏ। ବର୍ତ୍ତମାନ କର୍ଣ୍ଣାଟକ ରାଜନୀତିରେ ପୁଣି ଥରେ କ୍ଷମତା ପରିବର୍ତ୍ତନ ବା ନେତୃତ୍ୱ ବଦଳାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ମଧ୍ୟରେ କ୍ଷମତାର ସନ୍ତୁଳନ ରଖିବା … Continue reading କଂଗ୍ରେସର ପୁରୁଣା ଅଭ୍ୟାସ, ନିଜ ଗୋଡ଼ରେ ନିଜେ କୁରାଢ଼ୀ? || An old practice of Congress, shooting itself in the foot?