ଚୁଙ୍ଗୁଡ଼ି କାରଖାନାରେ ଲିକ୍ ହେଲା ଆମୋନିଆ ଗ୍ୟାସ୍ ; ଚାହୁଁ ଚାହୁଁ ଚାଲିଗଲା ୭ ଜୀବନ… || Ammonia gas leaked in seafood factory; 7 lives lost…

ତାମିଲନାଡୁର ତିରୁଭଲ୍ଲୁ ଜିଲ୍ଲା ପେରିୟପାଲୟମ ନିକଟସ୍ଥ କନ୍ନିଗାଇପୈରରେ ଥିବା ଏକ ସିଫୁଡ୍‌ ଏକ୍ସପୋର୍ଟ ଫ୍ୟାକ୍ଟ୍ରୀରେ ରବିବାର ଘଟିଛି ଏକ ଅଭାବନୀୟ କାଣ୍ଡ । ଅପରାହ୍ନ ସମୟରେ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍‌ ହୋଇ ଘଟିଛି ୭ ଜଣ ଶ୍ରମିକଙ୍କ ମୃତ୍ୟୁ । ଏଥି ସହିତ ୬୭ ଜଣ ଶ୍ରମିକ ଏହା ପାଇଁ ଅସୁସ୍ଥ ହୋଇପଡିଥିବା ସହ ୯ ଜଣଙ୍କ ଅବସ୍ଥା ରହିଛି ଗୁରୁତର । ତେବେ ଏହି ମୃତକ ଶ୍ରମିକ ସମସ୍ତେ ମହିଳା ଥିବା ଜଣାପଡିଛି । … Continue reading ଚୁଙ୍ଗୁଡ଼ି କାରଖାନାରେ ଲିକ୍ ହେଲା ଆମୋନିଆ ଗ୍ୟାସ୍ ; ଚାହୁଁ ଚାହୁଁ ଚାଲିଗଲା ୭ ଜୀବନ… || Ammonia gas leaked in seafood factory; 7 lives lost…