Alliance talks—things have hit a snag over the ‘big brother’ issue! II ମେଣ୍ଟ ଚର୍ଚ୍ଚା- କଥା ଅଟକିଛି ବଡ଼ ଭାଇରେ!

ଓଡ଼ିଶା ରାଜନୀତିରେ ଏବେ ସବୁଠାରୁ ବଡ଼ ଚର୍ଚ୍ଚା ଏବଂ ସବୁଠାରୁ ବଡ଼ ପ୍ରଶ୍ନ—ଆଗକୁ କ’ଣ ହେବ? ୨୪ ବର୍ଷର ଶାସନ ପରେ କ୍ଷମତାରୁ ଦୂରେଇ ଯାଇଥିବା ବିଜୁ ଜନତା ଦଳ ବା ବିଜେଡିର ଆଗାମୀ ପଦକ୍ଷେପ କ’ଣ ରହିବ? ଆଉ ସବୁଠାରୁ ବଡ଼ କଥା, ଯେଉଁ ପ୍ରଶ୍ନ ଏବେ ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାଜନୈତିକ କରିଡରରେ ଘୂରି ବୁଲୁଛି—ତାହା ହେଉଛି, କ’ଣ ବିଜୁ ଜନତା ଦଳ ପୁଣିଥରେ ଏନଡିଏ ବା NDA ମେଣ୍ଟକୁ ଫେରିବ? ଆମେ ଯଦି … Continue reading Alliance talks—things have hit a snag over the ‘big brother’ issue! II ମେଣ୍ଟ ଚର୍ଚ୍ଚା- କଥା ଅଟକିଛି ବଡ଼ ଭାଇରେ!