Agriculture is the true measure of Odisha’s progress ।। ଭୋଜନାଳୟ–ମଦିରାଳୟ ନୁହେଁ, କୃଷି ହେଉଛି ଓଡ଼ିଶାର ପ୍ରଗତିର ସତ୍ୟ ମାପକାଠି

ଓଡ଼ିଶାର ପ୍ରଗତିକୁ ମାପିବା ପାଇଁ ଆଜିକାଲି ଯେଉଁ ମାନସିକତା ଦେଖାଯାଉଛି, ତାହା ଗଭୀର ଚିନ୍ତାର ବିଷୟ। ଅନେକ ତଥାକଥିତ ବିଜ୍ଞ ବ୍ୟକ୍ତି, ନୀତିନିର୍ଦ୍ଧାରକ ଏବଂ ଶକ୍ତିକେନ୍ଦ୍ର ସମୀପରେ ଥିବା ଲୋକମାନେ ଯେତେବେଳେ କହୁଛନ୍ତି ଯେ, ଭୋଜନାଳୟ, ମଦିରାଳୟ, ଶପିଂ ମଲ୍ ଓ ସହରୀୟ ଖର୍ଚ୍ଚ ହେଉଛି ପ୍ରଗତିର ମାପକାଠି। ସେତେବେଳେ ପ୍ରଶ୍ନ ଉଠେ- ଏହି ପ୍ରଗତି କାହା ପାଇଁ? କେଉଁ ଅର୍ଥନୀତିର ଉପରେ ଏହା ଗଢ଼ା ହୋଇଛି? ଏବଂ ସବୁଠାରୁ ବଡ଼ ପ୍ରଶ୍ନ—ଏହି ପ୍ରଗତି କେତେ ଦୀର୍ଘକାଳୀନ? … Continue reading Agriculture is the true measure of Odisha’s progress ।। ଭୋଜନାଳୟ–ମଦିରାଳୟ ନୁହେଁ, କୃଷି ହେଉଛି ଓଡ଼ିଶାର ପ୍ରଗତିର ସତ୍ୟ ମାପକାଠି