Aeroplane accident ।। ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା
ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପରେ ଟଳିଯାଇଛି । ଏୟାର୍ ଇଣ୍ଡିଆର ଏକ ବିମାନ ଓ ଇଣ୍ଡିଗୋର ଅନ୍ୟ ଏକ ବିମାନ ଟ୍ୟାକ୍ସିୱେରେ ଥିବାବେଳେ ଉଭୟ ବିମାନର ଡେଣା ମଧ୍ୟରେ ଧକ୍କା ଲାଗିଥିଲା । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କର୍ମଚାରୀ ଆହତ ହୋଇନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଘଟଣା ସମୟରେ ଉଭୟ ବିମାନ ଉଡ଼ାଣ ପାଇଁ ଟ୍ୟାକ୍ସିୱେରେ ଅପେକ୍ଷା କରୁଥିଲେ । ମୁମ୍ବାଇରୁ … Continue reading Aeroplane accident ।। ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା
Copy and paste this URL into your WordPress site to embed
Copy and paste this code into your site to embed