ମୁଖ୍ୟମନ୍ତ୍ରୀ ହେବାକୁ ନିଶା || Addiction to becoming a Chief Minister

ଓଡ଼ିଶାରେ ଗୋଟିଏ ବହୁତ ପୁରୁଣା ଆଉ ପ୍ରସିଦ୍ଧ ଢଗ ଅଛି। ଯଦି କିଏ କାହାକୁ ସାଧାରଣ କଥାରେ ଟିକେ ନୀଚା ଦେଖାଇବାକୁ ଚାହେଁ, କିମ୍ବା କାହାର ଅହଂକାର ଭାଙ୍ଗିବାକୁ ଚାହେଁ, ତେବେ ସିଧାସଳଖ ପଚାରିଦିଏ – “ତୁ କ’ଣ ଗଭର୍ଣ୍ଣରର ପୁଅ କି?” ତେବେ ଏ ହେଉଛନ୍ତି ଏମିତି ଜଣେ ପ୍ରକୃତ ‘ଗଭର୍ଣ୍ଣରଙ୍କ ପୁଅ’ଙ୍କ ବିଷୟରେ କଥା ହେବା, ଯିଏ କାଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଦିନବେଳେ ସ୍ୱପ୍ନ ଦେଖୁଛନ୍ତି! ରାଜନୈତିକ କରିଡରରେ ଏବେ ଚର୍ଚ୍ଚା … Continue reading ମୁଖ୍ୟମନ୍ତ୍ରୀ ହେବାକୁ ନିଶା || Addiction to becoming a Chief Minister