Adarsh ​​School ।। ଆଦର୍ଶ ବିଦ୍ୟାଳୟ ଭେଳିକି !

ଓଡ଼ିଶାର ଶିକ୍ଷା ଇତିହାସରେ ପ୍ରତ୍ୟେକ ସରକାର ନିଜ ନିଜ ଚିହ୍ନ ରଖିବାକୁ ଚେଷ୍ଟା କରିଛି। କେବେ ‘ସର୍ବଶିକ୍ଷା ଅଭିଯାନ’, କେବେ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)’, ଆଉ ଏବେ ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’। ନାମ ବଦଳୁଛି, ଆକାର ବଡ଼ ହେଉଛି, ବଜେଟ୍ ବଢ଼ୁଛି—କିନ୍ତୁ ପ୍ରଶ୍ନ ଗୋଟିଏ: ଏହା କେତେଦୂର ସଫଳ ହେବ? ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ରାଜ୍ୟ ସରକାର ଏକ ବଡ଼ ଆକାଂକ୍ଷାର ଘୋଷଣା … Continue reading Adarsh ​​School ।। ଆଦର୍ଶ ବିଦ୍ୟାଳୟ ଭେଳିକି !