ନାଗରିକତା, ବାସସ୍ଥାନ ଏବଂ ଠିକଣାର ପ୍ରମାଣ ଭାବରେ ଆଧାର କାର୍ଡକୁ ଭୁଲ ଭାବରେ ବ୍ୟବହାର କରାଯାଉଥିବା ଅଭିଯୋଗ ଆଣିଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଆବେଦନରେ କୋର୍ଟଙ୍କୁ କେବଳ ପରିଚୟ ଯାଞ୍ଚ ପାଇଁ ଆଧାର ବ୍ୟବହାର ସୀମିତ ରଖିବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଭି ମୋହନଙ୍କ ଖଣ୍ଡପୀଠ କେନ୍ଦ୍ର, … Continue reading କେବଳ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ ‘ଆଧାର କାର୍ଡ଼’ : ସୁପ୍ରିମକୋର୍ଟ || Aadhaar card to be used only as identity document: Supreme Court
Copy and paste this URL into your WordPress site to embed
Copy and paste this code into your site to embed