କର୍ପୋରେଟ୍ ଜଗତରେ ଷଡ଼ଯନ୍ତ୍ରର ଜାଲ ; ଟିସିଏସ୍‍ ନାସିକ କେସ୍ ଏବଂ ଅମରାବତୀର କୋଚିଂରେ ‘ଜିହାଦ୍’ || A web of conspiracy in the corporate world; TCS Nashik case and ‘Jihad’ in Amaravati coaching

ଆମେ ସବୁବେଳେ ଭାବୁ ଯେ କର୍ପୋରେଟ୍ ଅଫିସ୍ କିମ୍ବା ବଡ଼ କୋଚିଂ ସେଣ୍ଟରଗୁଡ଼ିକ ସବୁଠାରୁ ସୁରକ୍ଷିତ ସ୍ଥାନ। କିନ୍ତୁ ନିକଟରେ ମହାରାଷ୍ଟ୍ରରୁ ଆସିଥିବା କିଛି ରିପୋର୍ଟ ଆପଣଙ୍କ ହୋସ୍ ଉଡ଼ାଇ ଦେବ। ନାସିକର ଟିସିଏସ୍‍ ଅଫିସ୍ ହେଉ କିମ୍ବା ଅମରାବତୀର କୋଚିଂ ସେଣ୍ଟର, ଶିକ୍ଷିତ ଯୁବତୀମାନଙ୍କୁ ଟାର୍ଗେଟ୍ କରି ଏକ ଭୟଙ୍କର ର୍ୟାକେଟ୍ କାମ କରୁଛି। କଣ ଏହି ‘କର୍ପୋରେଟ୍ ଜିହାଦ’ ଏବଂ କେମିତି କାମ କରୁଛି ଏହି ଷଡ଼ଯନ୍ତ୍ରର ଜାଲ?  ଟିସିଏସ୍‍ ନାସିକ କେସ୍ – … Continue reading କର୍ପୋରେଟ୍ ଜଗତରେ ଷଡ଼ଯନ୍ତ୍ରର ଜାଲ ; ଟିସିଏସ୍‍ ନାସିକ କେସ୍ ଏବଂ ଅମରାବତୀର କୋଚିଂରେ ‘ଜିହାଦ୍’ || A web of conspiracy in the corporate world; TCS Nashik case and ‘Jihad’ in Amaravati coaching