A wall of bitterness over Bengal-Odisha relations ।। ବଙ୍ଗ-ଓଡ଼ିଶା ସମ୍ପର୍କରେ ତିକ୍ତତାର ପାଚେରୀ

ଭୌଗୋଳିକ ଦୃଷ୍ଟିକୋଣରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ଦୁଇ ଭାଇ ସମାନ। ସଂସ୍କୃତି, ଖାଦ୍ୟପେୟ ଓ ଇତିହାସରେ ଉଭୟ ରାଜ୍ୟ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। କିନ୍ତୁ ବିଗତ କିଛିମାସ ହେବ ରାଜନୈତିକ ସମୀକରଣ ଏଭଳି ବଦଳିଛି ଯେ, ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ଏକ ଅସ୍ୱାଭାବିକ ମୋଡ଼ ନେଇଛି। ବିଶେଷ କରି ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ ଓଡ଼ିଶା ପ୍ରତି ଅତ୍ୟନ୍ତ କଠୋର ଓ ଅସୂୟାପୂର୍ଣ୍ଣ ହେବାରେ … Continue reading A wall of bitterness over Bengal-Odisha relations ।। ବଙ୍ଗ-ଓଡ଼ିଶା ସମ୍ପର୍କରେ ତିକ୍ତତାର ପାଚେରୀ