୨୪ ରାଜ୍ୟସଭା ଆସନ : କଂଗ୍ରେସ ଭିତରେ ପୁଣି ଛକାପଞ୍ଝା || 24 Rajya Sabha seats: Another clash within Congress

୨୦୨୬ ଜୁନ୍ ମାସରେ ଦେଶର ୧୦ଟି ରାଜ୍ୟରୁ ୨୪ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ଏହି ନିର୍ବାଚନ କେବଳ ସଂସଦରେ ସଂଖ୍ୟାବଳ ବଢ଼ାଇବା ପାଇଁ ନୁହେଁ, ବରଂ ବିଜେପି ନେତୃତ୍ୱାଧୀନ NDA ପାଇଁ ଉଚ୍ଚ ସଦନ ଅର୍ଥାତ୍ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା (ମାଜିକ୍ ନମ୍ବର ୧୨୩) ପାର୍ କରିବାର ଏକ ସୁବର୍ଣ୍ଣ ସୁଯୋଗ। ଅନ୍ୟପଟେ, କଂଗ୍ରେସ ଏବଂ ‘ଇଣ୍ଡି’ ମେଣ୍ଟ ପାଇଁ ନିଜର ଆସନ ବଞ୍ଚାଇବା ସହ ଭିତରର ଅନ୍ତର୍ଦ୍ୱନ୍ଦ୍ୱକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। … Continue reading ୨୪ ରାଜ୍ୟସଭା ଆସନ : କଂଗ୍ରେସ ଭିତରେ ପୁଣି ଛକାପଞ୍ଝା || 24 Rajya Sabha seats: Another clash within Congress