୨୦୨୬ ସୀମା ନିର୍ଦ୍ଧାରଣ ଓ ଓଡ଼ିଶାର ଭବିଷ୍ୟତ || 2026 boundary determination and the future of Odisha

ଆଜି ଓଡ଼ିଶା ଏକ ଅଦୃଶ୍ୟ ଗଣତାନ୍ତ୍ରିକ ଛକ ଉପରେ ଚିଡ଼ା ହୋଇଛି। ଏକ ଏଭଳି ସାମ୍ବିଧାନିକ ପରିବର୍ତ୍ତନ ଆମ ସାମ୍ନାକୁ ଆସୁଛି, ଯାହା ଦେଶର କ୍ଷମତା ସଂରଚନାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବାକୁ ଯାଉଛି। ୨୦୨୬ର ସଂସଦୀୟ ସୀମା ନିର୍ଦ୍ଧାରଣ ବା ଯାହାକୁ ଆମେ ‘ଡିଲିମିଟେସନ୍’ (Delimitation) କହୁଛୁ, ତାହା ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ଭିତରେ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି—ଆମେ ଆମର ସଫଳତା ପାଇଁ ଦଣ୍ଡିତ ହେବାକୁ … Continue reading ୨୦୨୬ ସୀମା ନିର୍ଦ୍ଧାରଣ ଓ ଓଡ଼ିଶାର ଭବିଷ୍ୟତ || 2026 boundary determination and the future of Odisha