୪ ବର୍ଷରେ ୧୧୧ ଜଣ ସାଂସଦ ଓ ବିଧାୟକଙ୍କ ଦଳବଦଳ || 111 MPs and MLAs switched parties in 4 years.

ଆଜି ଆମେ ଏପରି ଏକ ବିଷୟରେ ଆଲୋଚନା କରିବା, ଯାହା ଭାରତୀୟ ଗଣତନ୍ତ୍ରର ମୂଳଦୁଆକୁ ଦୋହଲାଇ ଦେଇଛି। ଭାରତୀୟ ନିର୍ବାଚନ ବ୍ୟବସ୍ଥାରେ ‘ଜନତା ଜନାର୍ଦ୍ଦନ’ଙ୍କ ଭୋଟ୍ କେତେ ସୁରକ୍ଷିତ ଏବଂ ଆମଦ୍ୱାରା ନିର୍ବାଚିତ ହୋଇଥିବା ନେତାମାନେ ନିର୍ବାଚନ ଜିତିବା ପରେ କିପରି ସୁବିଧାବାଦୀ ରାଜନୀତିର ଫାଇଦା ହାସଲ କରୁଛନ୍ତି, ତାହା ପଦାରେ ପଡ଼ିଛି। ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର) ଏବଂ ‘ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍’ର ଏକ ନୂତନ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ, … Continue reading ୪ ବର୍ଷରେ ୧୧୧ ଜଣ ସାଂସଦ ଓ ବିଧାୟକଙ୍କ ଦଳବଦଳ || 111 MPs and MLAs switched parties in 4 years.