Zubeen Garg Death Accident Or Conspiracy? ।। ଜୁବୀନ ଗର୍ଗଙ୍କ ମୃତ୍ୟୁକୁ ନେଇ କାହିଁକି ହେଉଛି ଷଡ଼ଯନ୍ତ୍ର ଚର୍ଚ୍ଚା ?

ଜଣାଶୁଣା ଆସାମୀୟ ଗାୟକ ଜୁବୀନ ଗର୍ଗଙ୍କର ୫୨ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସିଙ୍ଗାପୁରର ଲାଜରସ ଦ୍ୱୀପରେ ସନ୍ତରଣ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଥିଲା ଯେ ଗାୟକର ମୃତ୍ୟୁ ସ୍କୁବା ଡାଇଭିଙ୍ଗ ଦୁର୍ଘଟଣାରେ ହୋଇଛି। କିନ୍ତୁ, ପରେ କୁହାଗଲା ଯେ ତାଙ୍କର ମୃତ୍ୟୁ ହୃଦଘାତ କାରଣରୁ ହୋଇଛି। ଏବେ ଜୁବୀନଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ,ତାହାର ଯାଞ୍ଚ ପାଇଁ ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ (ଏସ୍ଆଇଟି) ଗଠନ କରାଯାଇଛି। ଏହା … Continue reading Zubeen Garg Death Accident Or Conspiracy? ।। ଜୁବୀନ ଗର୍ଗଙ୍କ ମୃତ୍ୟୁକୁ ନେଇ କାହିଁକି ହେଉଛି ଷଡ଼ଯନ୍ତ୍ର ଚର୍ଚ୍ଚା ?