Zero membership fees for the BJD, yet a massive fund of Rs 736 crore from bank interest! II ବିଜେଡିର ଶୂନ ଚାନ୍ଦା, କିନ୍ତୁ ବ୍ୟାଙ୍କ୍ ସୁଧରୁ ୭୩୬ କୋଟି ଟଙ୍କାର ବିଶାଳ ପାଣ୍ଠି!

ଯେତେବେଳେ କୌଣସି ରାଜନୈତିକ ଦଳ କ୍ଷତାକ୍ତ ହୁଏ, ନିର୍ବାଚନରେ ହାରିଯାଏ, ସେତେବେଳେ ସାଧାରଣତଃ ଦେଖାଯାଏ ଯେ ସେହି ଦଳର ଆର୍ଥିକ ସ୍ଥିତି ବା ପାଣ୍ଠି ଦୁର୍ବଳ ହୋଇଯାଏ। କାରଣ ଦଳକୁ ମିଳୁଥିବା ଚାନ୍ଦା କିମ୍ବା ଡୋନେସନ୍ କମିଯାଏ। କିନ୍ତୁ ବିଜେଡିକୁ ନେଇ ସାମ୍ନାକୁ ଆସିଥିବା ସଦ୍ୟତମ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ, ଦଳକୁ ଚଳିତ ଆର୍ଥିକ ବର୍ଷରେ ସିଧାସଳଖ ଟଙ୍କାଟିଏ ମଧ୍ୟ ଚାନ୍ଦା ବା ଡୋନେସନ୍ ମିଳିନାହିଁ— ଅର୍ଥାତ୍ ଡୋନେସନ୍ ପରିମାଣ … Continue reading Zero membership fees for the BJD, yet a massive fund of Rs 736 crore from bank interest! II ବିଜେଡିର ଶୂନ ଚାନ୍ଦା, କିନ୍ତୁ ବ୍ୟାଙ୍କ୍ ସୁଧରୁ ୭୩୬ କୋଟି ଟଙ୍କାର ବିଶାଳ ପାଣ୍ଠି!