ଜେଲେନସ୍କିଙ୍କ ‘୪୦ ଦିନିଆ’ ଗୁପ୍ତ ଅପରେସନ, ଚିନ୍ତାରେ ପୁଟିନ! || Zelensky’s ’40-day’ secret operation, Putin is worried!

ଗତ ଚାରିବର୍ଷରୁ ଅଧିକ ସମୟ ହେବ ପୃଥିବୀ ଦେଖୁଛି ଏକ ଏମିତି ମହାଯୁଦ୍ଧ, ଯାହା ଶେଷ ହେବାର ନାଁ ନେଉନାହିଁ। ହଁ, ଆମେ କହୁଛୁ ରୁଷ ଏବଂ ୟୁକ୍ରେନ ମହାସମର କଥା। ଲକ୍ଷ ଲକ୍ଷ ସୈନିକ ଏବଂ ସାଧାରଣ ନାଗରିକଙ୍କ ଜୀବନ ଗଲାଣି, କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଲାଣି। କିନ୍ତୁ ବର୍ତ୍ତମାନ ଏହି ଯୁଦ୍ଧ ଏକ ଅତି ବିପଜ୍ଜନକ ଏବଂ ରୋମାଞ୍ଚକର ମୋଡ଼ରେ ଆସି ପହଞ୍ଚିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏବେ ଏକ … Continue reading ଜେଲେନସ୍କିଙ୍କ ‘୪୦ ଦିନିଆ’ ଗୁପ୍ତ ଅପରେସନ, ଚିନ୍ତାରେ ପୁଟିନ! || Zelensky’s ’40-day’ secret operation, Putin is worried!