ପୁଣି ଖୁଆଡ଼ରୁ ବାହରିବ ଜୀନତ, ବୁଲିବ ଜଙ୍ଗଲ

ଯୋଜନା କରୁଛି ବନ ବିଭାଗ ପୁଣି ଖୁଆଡ଼ରୁ ବାହାରିବ ଜୀନତ। ମନ ଭରି ବୁଲିବ ଜଙ୍ଗଲ। ଜାନୁଆରି ପହିଲାରେ ପଶ୍ଚିମବଙ୍ଗରୁ ଫେରିବା ପରେ ଦକ୍ଷିଣ ଶିମିଳିପାଳ ଏନକ୍ଲୋଜରରେ ବାଘୁଣୀ ଜୀନତକୁ ୧୨ ଦିନ ପୂରିଥିବା ବେଳେ ବନ୍ୟପ୍ରାଣୀ ଅଧିକାରୀମାନେ କହିଛନ୍ତି ଯେ ବାଘୁଣୀ ଜୀନତକୁ ଜଙ୍ଗଲରେ ପୁନଃ ଛାଡ଼ିବାର ତାରିଖ ଚୂଡ଼ାନ୍ତ କରିବା ପାଇଁ ଖୁବ୍ ଶୀଘ୍ର ଷ୍ଟିୟରିଂ କମିଟିର ସଦସ୍ୟମାନେ ବ୍ୟାଘ୍ର ଅଭୟାରଣ୍ୟ ପରିଦର୍ଶନ କରିବେ। ଏନକ୍ଲୋଜରରେ ଛାଡ଼ିବା ପରେ ଜୀନତର ଆଚରଣ ଜଙ୍ଗଲରେ ଥିବା … Continue reading ପୁଣି ଖୁଆଡ଼ରୁ ବାହରିବ ଜୀନତ, ବୁଲିବ ଜଙ୍ଗଲ