ପଶ୍ଚିମବଙ୍ଗ ଜଙ୍ଗଲରେ ଜିନତ, ନଜରରେ ୩ ରାଜ୍ୟ
Tigress Zeenat: ବାଘୁଣୀ ଜିନତ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରି ସେବେଠାରୁ ପଶ୍ଚିମବଙ୍ଗ-ଝାରଖଣ୍ଡ ସୀମା ନିକଟରେ ବୁଲୁଛି। ଗତ ଡିସେମ୍ବର ୯ ତାରିଖରେ ଓଡ଼ିଶାର ଶିମିଳିପାଳ ଜଙ୍ଗଲରୁ ଝାଡ଼ଖଣ୍ଡ ଯାଇଥିବା ବାଘୁଣୀ ଜିନତ ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରିଛି, ଯାହା ତିନିରାଜ୍ୟର ବନ୍ୟପ୍ରାଣୀ ଅଧିକାରୀଙ୍କ ଆହ୍ୱାନକୁ ଆହୁରି ବଢ଼ାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ମାସରେ ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସ୍ଟିଆର)କୁ ସ୍ଥାନାନ୍ତରିତ ବାଘୁଣୀଟି ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ଝାରଗ୍ରାମ ବନଖଣ୍ଡର ବେଲପାହାଡ଼ି … Continue reading ପଶ୍ଚିମବଙ୍ଗ ଜଙ୍ଗଲରେ ଜିନତ, ନଜରରେ ୩ ରାଜ୍ୟ
Copy and paste this URL into your WordPress site to embed
Copy and paste this code into your site to embed