ଧନଶ୍ରୀ ବର୍ମାଙ୍କ ଠାରୁ ଛାଡ଼ପତ୍ର ନେଇ ୟୁଜବେନ୍ଦ୍ର ଚହଲଙ୍କ ପ୍ରଥମ ପ୍ରତିକ୍ରିୟା

Yuzvendra Chahal Reaction Divorce Rumors: ଧନଶ୍ରୀ ବର୍ମାଙ୍କ ଠାରୁ ଛାଡପତ୍ର ଖବର ଉପରେ ୟୁଜବେନ୍ଦ୍ର ଚହଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କ୍ରିକେଟର ତାଙ୍କ ନୀରବତାର କାରଣ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । କୋରିଓଗ୍ରାଫର ଧନଶ୍ରୀ ବର୍ମା କ୍ରିକେଟର ସ୍ୱାମୀ ୟୁଜବେନ୍ଦ୍ର ଚହଲଙ୍କ ସହ ଛାଡ଼ପତ୍ର ଘୋଷଣା କରିଛନ୍ତି । ଦୁହେଁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ମଧ୍ୟ ପରସ୍ପରକୁ ଅନଫଲୋ କରିଥିଲେ । ଏହି ସମୟରେ ସେମାନେ ସୋସିଆଲ ମିଡ଼ିଆରେ ଗୁପ୍ତ … Continue reading ଧନଶ୍ରୀ ବର୍ମାଙ୍କ ଠାରୁ ଛାଡ଼ପତ୍ର ନେଇ ୟୁଜବେନ୍ଦ୍ର ଚହଲଙ୍କ ପ୍ରଥମ ପ୍ରତିକ୍ରିୟା