ୟୁଟ୍ୟୁବ୍ ଟେକଡାଉନ୍- କଣ୍ଟେଣ୍ଟ ଇଜ୍‍ ନଟ୍‍ କିଙ୍ଗ୍

youtube: ଏହା ଏକ ଚିନ୍ତାଜନକ ବିଷୟ ଯେ ୟୁଟ୍ୟୁବ ଭିଡିଓ ଟେକଡାଉନ୍‍ର (ଭିଡିଓଗୁଡ଼ିକୁ ବାଦ ଦେବା) ବିଶ୍ୱସ୍ତରୀୟ ତାଲିକାରେ ଭାରତ ପୁଣିଥରେ ଶୀର୍ଷରେ ରହିଛି। ୨୦୨୪ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଗୁଗୁଲ ମାଲିକାନାରେ ଥିବା ଏହି କମ୍ପାନୀଦ୍ୱାରା ହଟାଇ ଦିଆଯାଇଥିବା ସମୁଦାୟ ୯.୪ ନିୟୁତ ଭିଡିଓ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ଭାରତର ଥିଲା। ଏହାର ଅର୍ଥ, ଦେଶରେ ଏହି ଲୋକପ୍ରିୟ ଭିଡିଓ ସେୟାରିଂ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ଜାରି ରହିଛି । ବିଶେଷ … Continue reading ୟୁଟ୍ୟୁବ୍ ଟେକଡାଉନ୍- କଣ୍ଟେଣ୍ଟ ଇଜ୍‍ ନଟ୍‍ କିଙ୍ଗ୍