ସ୍କାଏ ଡାଇଭିଙ୍ଗ ସମୟରେ ହଠାତ ଯୁବକଙ୍କୁ ଆସିଲା ହୃଦଘାତ, ଅଲ୍ପକେ ବର୍ତ୍ତିଲା ଜୀବନ

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଆପଣ ବିଚଳିତ ହେଇଯିବେ । ତେବେ ଭିଡିଓଟିରେ ଜଣେ ଯୁବକ ସ୍କାଏ ଡାଇଭିଙ୍ଗ କରୁଥିବାର ଦେଖାଯାଉଛି । ସେହି ସମୟରେ ତାଙ୍କୁ ହୃଦଘାତ  ଆସିଥିଲା  । ଯାହାଫଳରେ ଯୁବକ ଜଣଙ୍କ ଭାରସାମ୍ୟ  ହରାଇ ପଡିଥିଲେ। ତେବେ ଏହି ସ୍କାଏ ଡାଇଭିଙ୍ଗ କରୁଥିବା ବ୍ୟକ୍ତିଙ୍କ ପାର୍ଟନର ଏବଂ ଟ୍ରେନର ତୁରନ୍ତ ତାଙ୍କୁ ସାହାଯ୍ୟ  … Continue reading ସ୍କାଏ ଡାଇଭିଙ୍ଗ ସମୟରେ ହଠାତ ଯୁବକଙ୍କୁ ଆସିଲା ହୃଦଘାତ, ଅଲ୍ପକେ ବର୍ତ୍ତିଲା ଜୀବନ