ଦୁନିଆର ଅଜବ ଜନଜାତି, ଏମାନଙ୍କ ପରମ୍ପରା ରୀତିନୀତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

Tribal : ଜନଜାତିର ଲେକମାନେ ସେମାନଙ୍କ ପୂର୍ବଜମାନଙ୍କ ମୃତଦେହ ବାହାର କରି ନୂଆ ପୋଷାକରେ ଗୁଡାଇ ଦିଅନ୍ତି । ଆଉ ଏହା ପରେ ପୂର୍ବପୁରୁଷଙ୍କ କବର ପାଖରେ ଗୀତ ଗାଇ ନାଚନ୍ତି । ତେବେ ଏହା କରିବା ଦ୍ୱାରା ସେମାନଙ୍କର ପୂର୍ବପୁରୁଷମାନେ ସେମାନଙ୍କୁ ଖୁସି ଏବଂ ସମୃଦ୍ଧ ରହିବା ପାଇଁ ଆଶୀର୍ବାଦ କରଥାନ୍ତି ବୋଲି ସେମନଙ୍କ ବିଶ୍ଵାସ । ଦୁନିଆରେ ବିଭିନ୍ନ ପ୍ରକାରର ଜାତି ଏବଂ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଯେଉଁମାନଙ୍କର … Continue reading ଦୁନିଆର ଅଜବ ଜନଜାତି, ଏମାନଙ୍କ ପରମ୍ପରା ରୀତିନୀତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ