ପଶ୍ଚିମବଙ୍ଗରେ ‘ଯୋଗୀ ମଡେଲ୍‌’! || ‘Yogi Model’ in West Bengal!

ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସୂତ୍ରପାତ ହୋଇଛି। ବର୍ଷ ବର୍ଷ ଧରି ଯେଉଁ ବେଙ୍ଗଲ୍‌ରେ କେବଳ ତୃଣମୂଳ କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କ କ୍ଷମତା ଚାଲିଥିଲା, ସେଠାରେ ବର୍ତ୍ତମାନ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। କିନ୍ତୁ କେବଳ କ୍ଷମତା ବଦଳିନାହିଁ, ବରଂ ବଦଳିଯାଇଛି ସରକାର ଚଳାଇବାର ଶୈଳୀ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସେହି ଚର୍ଚ୍ଚିତ ‘ଯୋଗୀ ମଡେଲ୍‌’ ବା ‘ବୁଲ୍‌ଡୋଜର୍ ମଡେଲ୍‌’ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ … Continue reading ପଶ୍ଚିମବଙ୍ଗରେ ‘ଯୋଗୀ ମଡେଲ୍‌’! || ‘Yogi Model’ in West Bengal!