ପଶ୍ଚିମବଙ୍ଗରେ ବି ‘ଯୋଗୀ’ || ‘Yogi’ in West Bengal too
ଯେତେବେଳେ ଆମେ ଭାରତୀୟ ରାଜନୀତିରେ ‘ଗେରୁଆ ବସ୍ତ୍ର’ ଏବଂ ‘ଶାସନ ଗାଦି’ର ମିଳନ କଥା କହୁ, ସେତେବେଳେ ସର୍ବପ୍ରଥମେ ଆଖି ଆଗକୁ ଆସନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜଣେ ସନ୍ନ୍ୟାସୀ ମଠରୁ ବାହାରି କିପରି ଦେଶର ସବୁଠାରୁ ବଡ଼ ରାଜ୍ୟର ଶାସନ ଭାର ସମ୍ଭାଳି ପାରନ୍ତି, ତାହା ସେ କରି ଦେଖାଇଛନ୍ତି। ଠିକ୍ ସେହିଭଳି ଏକ ପ୍ରୟୋଗ ଏବେ ପଶ୍ଚିମବଙ୍ଗର ନିର୍ବାଚନୀ ମଇଦାନରେ କରୁଛି ଭାରତୀୟ ଜନତା ପାର୍ଟି। ଆଉ ଏହି ପ୍ରୟୋଗର କେନ୍ଦ୍ରବିନ୍ଦୁ ସାଜିଛନ୍ତି— … Continue reading ପଶ୍ଚିମବଙ୍ଗରେ ବି ‘ଯୋଗୀ’ || ‘Yogi’ in West Bengal too
Copy and paste this URL into your WordPress site to embed
Copy and paste this code into your site to embed