ନବୀନଙ୍କ ଟିମ୍‌ରେ ଯୋଗୀ ଓ ଫଡନାଭିସ୍? || Yogi and Fadnavis in Naveen’s team?

ଭାରତୀୟ ଜନତା ପାର୍ଟି ଅର୍ଥାତ୍ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିତିନ ନବୀନ ଦାୟିତ୍ୱ ନେବାର ପ୍ରାୟ ଛଅ ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ନୂଆ କେନ୍ଦ୍ରୀୟ ଟିମ୍‌, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ, କାର୍ଯ୍ୟ ସମିତି କିମ୍ବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ବୋର୍ଡର ଘୋଷଣା ହୋଇନାହିଁ। ତେଣୁ ସ୍ୱାଭାବିକ ଭାବେ ଏବେ ଦେଶର ରାଜନୈତିକ ମହଲରେ କେବଳ ଗୋଟିଏ ପ୍ରଶ୍ନ ଚର୍ଚ୍ଚା ହେଉଛି – ବିଜେପିର ସବୁଠାରୁ ଯୁବ ୪୫ ବର୍ଷୀୟ ଅଧ୍ୟକ୍ଷଙ୍କ ନୂଆ ଟିମ୍ କେମିତି … Continue reading ନବୀନଙ୍କ ଟିମ୍‌ରେ ଯୋଗୀ ଓ ଫଡନାଭିସ୍? || Yogi and Fadnavis in Naveen’s team?