ଆଜିଠାରୁ ହନି ସିଂଙ୍କ କନସର୍ଟର ଟିକେଟ ବୁକିଂ ଆରମ୍ଭ

Honey Singh’s Millionaire India Tour:ଗାୟକ ତଥା ରାପର୍ ହନି ସିଂହ ଏବେ ତାଙ୍କର ଆଗାମୀ କନ୍ସର୍ଟ ୟୋ ୟୋ ହନି ସିଂ ମିଲନେୟାର ଇଣ୍ଡିଆ ଟୁର୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ହନି ସିଂଙ୍କ ଏହି ବହୁ ପ୍ରତୀକ୍ଷିତ କନସର୍ଟ ଭାରତର ବଛାବଛା ସହରରେ ଅନୁଷ୍ଠିତ ହେବ। ତେବେ ଏହି ସ୍ଥାନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ ପାଇଁ ଟିକେଟ ବୁକିଂ ମଧ୍ୟ ଆଜିଠାରୁ ଆରମ୍ଭ … Continue reading ଆଜିଠାରୁ ହନି ସିଂଙ୍କ କନସର୍ଟର ଟିକେଟ ବୁକିଂ ଆରମ୍ଭ