Yellow Warning Issued for Thunderstorms and Intense Rainfall Across Multiple Districts ।। ବର୍ଷାରେ ଧୋଇଯିବ ରଜ ମଉଜ, ଏହି ସବୁ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି

ଓଡ଼ିଶା ଗାଁରୁ ସହର ରଜ ଉତ୍ସବ ପାଳନ କରୁଥିବା ବେଳେ ବଦଳିବ ପାଗ। ବର୍ଷାରେ ରଜ ଭିଯିବ ବୋଲି ଆକଳନ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନେକ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଉତ୍ତର-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଦ୍ରୁତ ଗତିରେ ରାଜ୍ୟ ଆଡକୁ ମାଡି ଆସୁଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବଳ ବର୍ଷା କରୁଛି ଏବଂ କରିବ ବୋଲି ଜଣା ପଡିଛି। ଏହା ସହିତ ବଜ୍ରପାତ … Continue reading Yellow Warning Issued for Thunderstorms and Intense Rainfall Across Multiple Districts ।। ବର୍ଷାରେ ଧୋଇଯିବ ରଜ ମଉଜ, ଏହି ସବୁ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି