ଟ୍ରାଫିକ୍ ଉଲ୍ଲଂଘନ ପାଇଁ ଭୁଲ ଇ-ଚାଲାଣ ନାଗରିକଙ୍କ ଚିନ୍ତା ବଢାଇଛି
E-challans: ଏଭଳି ଘଟଣା ବଢିବାରେ ଲାଗିଛି ଯେଉଁଠି ଭୁଲ ଇ-ଚାଲାଣ ନାଗରିକଙ୍କୁ ବିନା ଦୋଷରେ ଅସୁବିଧାରେ ପକାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ଜଗତସିଂହପୁର ଟ୍ରାଫିକ୍ ପୁଲିସ ପକ୍ଷରୁ ଇ-ଚାଲାଣ କାଟିବା ପରେ ସହରର ଜଣେ ୬୫ ବର୍ଷିୟ ବୃଦ୍ଧଙ୍କୁ ବାରମ୍ବାର ଦୌଡ଼ିବାକୁ ପଡୁଛି। ମୋଟର ଯାନ ଆଇନ-୧୯୮୮ ଉଲ୍ଲଂଘନ ଅଭିଯୋଗରେ ଜଗତସିଂହପୁର ପୁଲିସର ଟାଇପିଂ ତ୍ରୁଟି ଯୋଗୁଁ ଗାଡ଼ି ନମ୍ବରରେ ଗୋଟିଏ ଅଙ୍କ ନଥିବାରୁ ରାଣୀହାଟର ସୁମିତ ସେନଙ୍କଠୁ ୪୫୦୦ ଟଙ୍କା ଜରିମାନା … Continue reading ଟ୍ରାଫିକ୍ ଉଲ୍ଲଂଘନ ପାଇଁ ଭୁଲ ଇ-ଚାଲାଣ ନାଗରିକଙ୍କ ଚିନ୍ତା ବଢାଇଛି
Copy and paste this URL into your WordPress site to embed
Copy and paste this code into your site to embed