ସେୟାର ବଜାରର ସବୁଠାରୁ ଖରାପ ୫୦ ଦିନ,ଡୁବିଗଲା ନିବେଶକଙ୍କର ୪୧ ଲକ୍ଷ କୋଟି ଟଙ୍କା!

Stock market: ଭଲ ଦିନକୁ ଅପେକ୍ଷା କରିଛି ଷ୍ଟକ ମାର୍କେଟ । ଚଳିତ ବର୍ଷର ପାଖାପାଖି ୫୦ ଦିନ ବିତିଗଲାଣି। ଏହି ସମୟ ମଧ୍ୟରେ ସେନ୍ସେକ୍ସ ଓ ନିଫ୍ଟି ୩.୫୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସ ଯୋଗୁଁ ଷ୍ଟକ ବଜାର ନିବେଶକଙ୍କ ୪୧.୨୯ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। Worst 50 days of stock market, Investors lost Rs 41.29 lakh crore, BSE,NSE,LIC,ITC, HAL,DLF, JSW,TCS ଯେକୌଣସି ନୂତନ … Continue reading ସେୟାର ବଜାରର ସବୁଠାରୁ ଖରାପ ୫୦ ଦିନ,ଡୁବିଗଲା ନିବେଶକଙ୍କର ୪୧ ଲକ୍ଷ କୋଟି ଟଙ୍କା!