ଆଜି ବିଶ୍ୱକର୍ମା ପୂଜାରେ ରାଜ୍ୟର ସମସ୍ତ କଳକାରଖାନା ଓ କର୍ମକ୍ଷେତ୍ରରେ ଦେବଶିଳ୍ପୀଙ୍କ ଆରାଧନା, ଉତ୍ସବମୁଖର ଶିଳ୍ପାଞ୍ଚଳ || Worship of Lord Vishwakarma in all factories and workplaces across the state.

ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଅବସରରେ ସମଗ୍ର ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି। କନ୍ୟା ସଂକ୍ରାନ୍ତି ଅବସରରେ ପ୍ରତିବର୍ଷ ଭଳି ଗୁରୁବାର ରାଜ୍ୟର ପୁରପଲ୍ଲୀରୁ ନେଇ ସହରାଞ୍ଚଳ ଏବଂ ବିଶେଷ କରି ଶିଳ୍ପାଞ୍ଚଳଗୁଡ଼ିକରେ ଧୂମଧାମରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି। ଛୋଟବଡ଼ କଳକାରଖାନା, ଯାନ୍ତ୍ରିକ କର୍ମଶାଳା (ୱାର୍କସପ୍), ଗ୍ୟାରେଜ୍, ନିର୍ମାଣ ସଂସ୍ଥାଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁଠି ଭକ୍ତିପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଛି। ଶ୍ରମିକ ଓ କାରିଗରମାନେ ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି, ଅସ୍ତ୍ରଶସ୍ତ୍ର … Continue reading ଆଜି ବିଶ୍ୱକର୍ମା ପୂଜାରେ ରାଜ୍ୟର ସମସ୍ତ କଳକାରଖାନା ଓ କର୍ମକ୍ଷେତ୍ରରେ ଦେବଶିଳ୍ପୀଙ୍କ ଆରାଧନା, ଉତ୍ସବମୁଖର ଶିଳ୍ପାଞ୍ଚଳ || Worship of Lord Vishwakarma in all factories and workplaces across the state.