ମୋଟାପଣକୁ ନେଇ ଚିନ୍ତିତ କି? ଏହି ଉପାୟରେ ଓଜନ କମାନ୍ତୁ

ବର୍ତ୍ତମାନ ସମୟରେ ମୋଟାପଣ ବଢ଼ିଚାଲିଛି । ଅଧିକାଂଶ ଲୋକ ମୋଟାପଣକୁ ନେଇ ବହୁତ ଚିନ୍ତାରେ ମଧ୍ୟ ରହୁଛନ୍ତି । ଯଦି ଆପଣ ଅଧିକରୁ ଅଧିକ ମୋଟା ହେବାକୁ ଲାଗନ୍ତି ତେବେ ଆପଣ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ ନାହିଁ । ଅଳ୍ପ କିଛି କାମ କରିଲେ ମଧ୍ୟ ବହୁତ୍ ଶୀଘ୍ର ଧକ୍କି ପଡିବେ । ଏହି ସମସ୍ୟାକୁ ନେଇ ଲୋକେ ଚିନ୍ତାରେ ପଡୁଛନ୍ତି । ନିଜର ଓଜନ କମ୍ କରିବା ପାଇଁ ଲୋକେମାନେ ବହୁତ କିଛି … Continue reading ମୋଟାପଣକୁ ନେଇ ଚିନ୍ତିତ କି? ଏହି ଉପାୟରେ ଓଜନ କମାନ୍ତୁ