ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ପୁରପଲ୍ଲୀ ସବୁଠି ଉତ୍ସାହର ମାହୋଲ। ଶିକ୍ଷାନୁଷ୍ଠାନର ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା। ତେବେ ଭାରତରେ ଏମତି ଗୋଟିଏ ମନ୍ଦିର ରହିଛି ଯେଉଁଠି ଭଗବାନ ଗଣେଶଙ୍କ ୩୨ଟି ରୂପ ସହିତ ପୂଜା ପାଆନ୍ତି । କର୍ଣ୍ଣାଟକର ମହୀଶୂରର ନାଞ୍ଜାଙ୍ଗୁଡରେ ୧୧ ବି ଶତାବ୍ଦୀରେ ନିର୍ମିତ ଶ୍ରୀକାନ୍ତେଶ୍ୱର ମନ୍ଦିର ରହିଛି। ଭଗବାନ ଶିବଙ୍କ ଏହି ମନ୍ଦିରର କାନ୍ଥରେ … Continue reading World’s only temple with 32 forms of Lord Ganesha ।। ଏହି ସ୍ଥାନରେ ରହିଛି ଭଗବାନ ଗଣେଶଙ୍କର ୩୨ଟି ରୂପ ଥିବା ବିଶ୍ୱର ଏକମାତ୍ର ମନ୍ଦିର
Copy and paste this URL into your WordPress site to embed
Copy and paste this code into your site to embed