ଦୁନିଆର ସବୁଠାରୁ ଦାମୀ କାଠ; ୧୦ ଗ୍ରାମର ମୂଲ୍ୟ ୧ କିଲୋରୁ ଅଧିକ ସୁନା

Kynam wood : ସୁନା ହେଉଛି ପୃଥିବୀର ସବୁଠାରୁ ବିରଳ ଧାତୁ ଏବଂ ଏହା ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ ଅଟେ। କିନ୍ତୁ କ’ଣ ଆପଣ ଜାଣନ୍ତି କି ଏମିତି ଏକ ସ୍ୱତନ୍ତ୍ର ଏବଂ ବିରଳ ପ୍ରକାରର କାଠ ଅଛି ଯାହାର ମୂଲ୍ୟ ସୁନା ଠାରୁ ୧୦୦ ଗୁଣ ଅଧିକ । ହଁ, ଆମେ କହୁଛୁ କିନାମ୍ କାଠ ବିଷୟରେ, ଏହାର ଅନନ୍ୟ, ଆକର୍ଷଣୀୟ ସୁଗନ୍ଧ ପାଇଁ ପ୍ରସିଦ୍ଧ, ଏହା ପୃଥିବୀରେ ମିଳୁଥିବା ସବୁଠାରୁ ବିରଳ କାଠ । କିନାମ୍ … Continue reading ଦୁନିଆର ସବୁଠାରୁ ଦାମୀ କାଠ; ୧୦ ଗ୍ରାମର ମୂଲ୍ୟ ୧ କିଲୋରୁ ଅଧିକ ସୁନା