କଣ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଯାଉଛି କି?

European Union: ବିପଦ ଭିତରେ ଖାଦ୍ୟ ଓ ଯୋଗାଣ ମହଜୁଦ ରଖିବାକୁ ୪୫୦ ନିୟୁତ ଲୋକଙ୍କୁ କହିଲା ୟୁରୋପୀୟ ସଂଘ ୟୁରୋପୀୟ ଆୟୋଗ କହିଛି ଯେ ଯଦି ସଙ୍କଟ ସୃଷ୍ଟି ହୁଏ ତେବେ ଅତି କମରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ୟୁରୋପୀୟ ସଂଘ ତା’ର ନାଗରିକମାନଙ୍କୁ ଅନୁରୋଧ କରିଛି। ଯୁଦ୍ଧଠାରୁ ଆରମ୍ଭ କରି ସାଇବର ଆକ୍ରମଣ ଏବଂ ମାରାତ୍ମକ ରୋଗଠାରୁ … Continue reading କଣ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଯାଉଛି କି?