ବିଶ୍ୱ ଯୁଦ୍ଧ -୩ ଆରମ୍ଭ || World War III begins

ସାରାବିଶ୍ୱ ଏବେ ଏକ ବଡ଼ ଯୁଦ୍ଧର ଦ୍ୱାରଦେଶରେ ଛିଡ଼ା ହୋଇଛି। ଇସ୍ରାଏଲ୍‌ର ପ୍ରତିଶୋଧ ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ– ଏହି ଦୁଇଟି ଶବ୍ଦ ଏବେ ମାନବ ଜାତି ପାଇଁ ବିପଦର ଘଣ୍ଟି ସଦୃଶ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଦୂରରେ ଘଟୁଥିବା ଯୁଦ୍ଧ କେମିତି ଆପଣଙ୍କ ପକେଟ୍ ଏବଂ ଆପଣଙ୍କ ରୋଷେଇ ଘର ଉପରେ ସିଧାସଳଖ ପ୍ରଭାବ ପକାଉଛି। ଗତ କିଛି ଦିନ ହେବ ଇସ୍ରାଏଲ୍ ଯେଉଁଭଳି ଭାବେ ଇରାନର ସାମରିକ ଘାଟି ଏବଂ … Continue reading ବିଶ୍ୱ ଯୁଦ୍ଧ -୩ ଆରମ୍ଭ || World War III begins