ଆମେରିକା: ୧୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଆଲାସ୍କାରେ ନିଖୋଜ, ଚାଲିଛି ସର୍ଚ୍ଚ ଅପରେସନ
ଆମେରିକାରେ ଏକ ବେରିଙ୍ଗ୍ ଏୟାର ଫ୍ଲାଇଟ୍ ଗୁରୁବାର ଦ୍ଵିପ୍ରହରରେ ଆଲାସ୍କାର ନୋମ୍ ନିକଟରେ ନିଖୋଜ ହୋଇଯାଇଛି । ଏଥିରେ ୧୦ ଜଣ ଯାତ୍ରୀ ଥିଲେ । ଏହି ବିମାନ ଆଲାସ୍କାର ଉନ୍ନାଲକ୍ଲିଟ୍ ସହରରୁ ଦ୍ଵିପ୍ରହର ୨ଟା ୩୭ ମିନିଟ୍ (ସ୍ଥାନୀୟ ସମୟ)ରେ ଉଡ଼ାଣ ଭରିଥିଲା । ଏହାପରେ ୩ଟା ୧୬ ମିନିଟରେ ଏହା ହଠାତ୍ ରାଡାରରୁ ଗାଏବ ହୋଇଯାଇଥିଲା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ‘Flightradar24’ର ଡାଟାରୁ ଏହି ସୂଚନା ମିଳିଛି । ନିଖୋଜ ବିମାନଟି ଏକ … Continue reading ଆମେରିକା: ୧୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଆଲାସ୍କାରେ ନିଖୋଜ, ଚାଲିଛି ସର୍ଚ୍ଚ ଅପରେସନ
Copy and paste this URL into your WordPress site to embed
Copy and paste this code into your site to embed