ଦୁନିଆର ଧନୀଙ୍କୁ କାଳ ହେଲା ଚୀନ୍‍ ଏଆଇ ଟୁଲ୍,୨୪ ଘଣ୍ଟାରେ ହରାଇଲେ ୯ ଲକ୍ଷ କୋଟି ଟଙ୍କା!

DeepSeek Selloff:ଚୀନ୍‍ ଏଆଇ ଡେଭେଲପର୍ ଡିପସିକ୍ ସମଗ୍ର ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଛି। ଏହାର କାରଣରେ ସୋମବାର ଆମେରିକୀୟ ସେୟାର୍ ମାର୍କେଟରେ ବଡ଼ କ୍ଷତି ହୋଇଛି। କେବଳ ମାତ୍ର୨୪ ଘଣ୍ଟାରେ ଦୁନିଆର ଟପ୍ ୫୦୦ ଧନୀ ଲୋକଙ୍କର ନେଟ୍‌ୱର୍ଥ ସଂଯୁକ୍ତ ଭାବେ ୧୦୮ ଅରବ ଡଲାର୍ (ପ୍ରାୟ ୯,୩୪ ଲକ୍ଷ କୋଟି ଟଙ୍କା) କ୍ଷତି ହୋଇଛି। ଡିପସିକ୍‌ କାରଣରୁ ଆମେରିକୀୟ ସେୟାର୍ ମାର୍କେଟ୍‌ରେ ଭାରୀ କ୍ଷତି ହୋଇଛି ଦୁନିଆର ଟପ୍ ୫୦୦ ଧନୀଙ୍କର ୧୦୮ବିଲିୟନ୍ ଡଲାର୍‌ର କ୍ଷତି … Continue reading ଦୁନିଆର ଧନୀଙ୍କୁ କାଳ ହେଲା ଚୀନ୍‍ ଏଆଇ ଟୁଲ୍,୨୪ ଘଣ୍ଟାରେ ହରାଇଲେ ୯ ଲକ୍ଷ କୋଟି ଟଙ୍କା!